विज्ञप्तियां उर्दू विज्ञप्तियां फोटो निमंत्रण लेख प्रत्यायन फीडबैक विज्ञप्तियां मंगाएं Search उन्नत खोज
RSS RSS
Quick Search
home Home
Releases Urdu Releases Photos Invitations Features Accreditation Feedback Subscribe Releases Advance Search
Photo Gallery
Language Month Year
କେନ୍ଦ୍ର ଅର୍ଥ, ଔଦ୍ୟୋଗିକ ବ୍ୟାପାର ଓ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ ଅଗଷ୍ଟ 18, 2017ରେ ନୂଆଦିଲ୍ଲୀଠାରେ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ସଦଭାବନା ସଂକଳ୍ପ ପାଠ କରାଉଛନ୍ତି ।
ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁଙ୍କୁ ଅଗଷ୍ଟ 18, 2017ରେ ନୂଆଦିଲ୍ଲୀଠାରେ ସାକ୍ଷାତ କରୁଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭାକର ପ୍ରଭୁ ।
ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁଙ୍କୁ ଅଗଷ୍ଟ 18, 2017ରେ ନୂଆଦିଲ୍ଲୀଠାରେ ସାକ୍ଷାତ କରୁଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁ ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କିରଣ ରିଜୀଜୁ ।
ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁଙ୍କୁ ଅଗଷ୍ଟ 18, 2017ରେ ନୂଆଦିଲ୍ଲୀଠାରେ ସାକ୍ଷାତ କରୁଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁ ।
ନୀତି ଆୟୋଗଙ୍କ ଦ୍ଵାରା ନୂଆଦିଲ୍ଲୀଠାରେ ଅଗଷ୍ଟ 17, 2017 ରେ ଆୟୋଜିତ “ପରିବର୍ତ୍ତନର ଚାମ୍ପିୟନ” କାର୍ଯ୍ୟକ୍ରମରେ ଯୁବ ଉଦ୍ୟୋଗୀଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

INSV ତାରିଣୀ ଜାହାଜରେ ସମୁଦ୍ର ପଥରେ ବିଶ୍ଵ ପରିକ୍ରମା କରିବାକୁ ଥିବା ଭାରତୀୟ ନୌବାହିନୀର 6 ଜଣ ମହିଳା ଅଧିକାରୀଙ୍କ ସହିତ ଅଗଷ୍ଟ 16, 2017ରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ନୌସେନାର ମୁଖ୍ୟ, ଆଡମିରାଲ ସୁନୀଲ ଲାନବା ।
INSV ତାରିଣୀ ଜାହାଜରେ ସମୁଦ୍ର ପଥରେ ବିଶ୍ଵ ପରିକ୍ରମା କରିବାକୁ ଥିବା ଭାରତୀୟ ନୌବାହିନୀର 6 ଜଣ ମହିଳା ଅଧିକାରୀ ଅଗଷ୍ଟ 16, 2017ରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସମୟରେ ନିକଟରେ ଉପସ୍ଥିତ ଅଛନ୍ତି ନୌସେନାର ମୁଖ୍ୟ, ଆଡମିରାଲ ସୁନୀଲ ଲାନବା ।
ନାବିକ ସାଗର ପରିକ୍ରମା ଅଭିଯାତ୍ରୀ ଦଳର ଲେଫ୍ଟନାଣ୍ଟ ପାୟଲ ଗୁପ୍ତାଙ୍କୁ ନୂଆଦିଲ୍ଲୀଠାରେ ଅଗଷ୍ଟ 16, 2017ରେ ଭେଟୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ନାବିକ ସାଗର ପରିକ୍ରମା ଅଭିଯାତ୍ରୀ ଦଳର ଲେଫ୍ଟନାଣ୍ଟ ବି. ଐଶ୍ଵର୍ଯ୍ୟାଙ୍କୁ ନୂଆଦିଲ୍ଲୀଠାରେ ଅଗଷ୍ଟ 16, 2017ରେ ଭେଟୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ନୌସେନାର ମୁଖ୍ୟ, ଆଡମିରାଲ ସୁନୀଲ ଲାନବା ।
ନାବିକ ସାଗର ପରିକ୍ରମା ଅଭିଯାତ୍ରୀ ଦଳର ଲେଫ୍ଟନାଣ୍ଟ ଏସ. ବିଜୟା ଦେବୀଙ୍କୁ ନୂଆଦିଲ୍ଲୀଠାରେ ଅଗଷ୍ଟ 16, 2017ରେ ଭେଟୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ନାବିକ ସାଗର ପରିକ୍ରମା ଅଭିଯାତ୍ରୀ ଦଳର ଲେଫ୍ଟନାଣ୍ଟ କମାଣ୍ଡର ପି. ସ୍ଵାତୀଙ୍କୁ ନୂଆଦିଲ୍ଲୀଠାରେ ଅଗଷ୍ଟ 16, 2017ରେ ଭେଟୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ନୌସେନାର ମୁଖ୍ୟ, ଆଡମିରାଲ ସୁନୀଲ ଲାନବା ।
ନାବିକ ସାଗର ପରିକ୍ରମା ଅଭିଯାତ୍ରୀ ଦଳର ଲେଫ୍ଟନାଣ୍ଟ କମାଣ୍ଡର ପ୍ରତିଭା ଜାମୱାଲଙ୍କୁ ନୂଆଦିଲ୍ଲୀଠାରେ ଅଗଷ୍ଟ 16, 2017ରେ ଭେଟୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ନାବିକ ସାଗର ପରିକ୍ରମା ଅଭିଯାତ୍ରୀ ଦଳର ଲେଫ୍ଟନାଣ୍ଟ କମାଣ୍ଡର ବର୍ତ୍ତିକା ଯୋଷୀଙ୍କୁ ନୂଆଦିଲ୍ଲୀଠାରେ ଅଗଷ୍ଟ 16, 2017ରେ ଭେଟୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଉପସ୍ଥିତ ଅଛନ୍ତି ନୌସେନାର ମୁଖ୍ୟ, ଆଡମିରାଲ ସୁନୀଲ ଲାନବା ।
ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ଅବସରରେ ଆୟୋଜିତ ‘At Home’ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଅତିଥିମାନଙ୍କୁ ଭେଟୁଛନ୍ତି ।
ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ଅବସରରେ ଆୟୋଜିତ ‘At Home’ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ନୂଆଦିଲ୍ଲୀଠାରେ ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ଅବସରରେ ଆୟୋଜିତ ‘At Home’ ଉତ୍ସବରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ।
ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ଅବସରରେ କେନ୍ଦ୍ର ଶକ୍ତି, କୋଇଲା, ନୂତନ ଏବଂ ଅକ୍ଷୟ ଶକ୍ତି ତଥା ଖଣି (ସ୍ଵାଧୀନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପିୟୁଷ ଗୋଏଲ ନୂଆଦିଲ୍ଲୀଠାରେ ଜାତୀୟ ପତାକା ଉତ୍ତୋଳନ କରୁଛନ୍ତି ।
ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ଅବସରରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କିରନ ରିଜୀଜୁ ନୂଆଦିଲ୍ଲୀଠାରେ ଜାତୀୟ ପତାକା ଉତ୍ତୋଳନ କରୁଛନ୍ତି ।

ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ଅବସରରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ନୂଆଦିଲ୍ଲୀଠାରେ ଜାତୀୟ ପତାକା ଉତ୍ତୋଳନ କରୁଛନ୍ତି ।

ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ନୂଆଦିଲ୍ଲୀର ଇଣ୍ଡିଆ ଗେଟସ୍ଥିତ ଅମର ଜବାନ ଜ୍ୟୋତିଠାରେ ପରିଦର୍ଶକ ପୁସ୍ତିକାରେ ଲେଖୁଛନ୍ତି ।
ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ନୂଆଦିଲ୍ଲୀର ଇଣ୍ଡିଆ ଗେଟସ୍ଥିତ ଅମର ଜବାନ ଜ୍ୟୋତିଠାରେ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି । ନିକଟରେ ଅଛନ୍ତି ତିନି ସେନାଧ୍ୟକ୍ଷ : ଆଡମିରାଲ ସୁନୀଲ ଲାନବା, ଜେନେରାଲ ବିପିନ ରାୱତ ଏବଂ ଏୟାର ଚିଫ ମାର୍ଶଲ ବି.ଏସ.ଧାନୋଆ ।
ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ନୂଆଦିଲ୍ଲୀର ଇଣ୍ଡିଆ ଗେଟସ୍ଥିତ ଅମର ଜବାନ ଜ୍ୟୋତିଠାରେ ପୁଷ୍ପମାଲ୍ୟ ଅର୍ପଣ କରୁଛନ୍ତି । ନିକଟରେ ଅଛନ୍ତି ତିନି ସେନାଧ୍ୟକ୍ଷ : ଆଡମିରାଲ ସୁନୀଲ ଲାନବା, ଜେନେରାଲ ବିପିନ ରାୱତ ଏବଂ ଏୟାର ଚିଫ ମାର୍ଶଲ ବି.ଏସ.ଧାନୋଆ ।
ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ପତ୍ର ସୂଚନା କାର୍ଯ୍ୟIଳୟର ପଦାଧିକାରୀ ଓ କର୍ମଚାରୀଙ୍କ ଗହଣରେ ପ୍ରମୁଖ ମହାନିର୍ଦ୍ଦେଶକ (ଏମ ଏଣ୍ଡ ସି) ଶ୍ରୀ ଏ.ପି. ଫ୍ରାଙ୍କ ନରୋନା ଜାତୀୟ ଗଣମାଧ୍ୟମ କେନ୍ଦ୍ରଠାରେ ରାଷ୍ଟ୍ର ଧ୍ଵଜା ଉତ୍ତୋଳନ କରୁଛନ୍ତି ।
ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ଅବସରରେ ପତ୍ର ସୂଚନା କାର୍ଯ୍ୟIଳୟର ପ୍ରମୁଖ ମହାନିର୍ଦ୍ଦେଶକ (ଏମ ଏଣ୍ଡ ସି) ଶ୍ରୀ ଏ.ପି. ଫ୍ରାଙ୍କ ନରୋନା ନୂଆଦିଲ୍ଲୀସ୍ଥିତ ଜାତୀୟ ଗଣମାଧ୍ୟମ କେନ୍ଦ୍ରଠାରେ ରାଷ୍ଟ୍ର ଧ୍ଵଜା ଉତ୍ତୋଳନ କରୁଛନ୍ତି ।
ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀର ଉପରୁ ଦେଶବାସୀଙ୍କୁ ସମ୍ବୋଧିତ କରିବା ପରେ ସ୍କୁଲ ପିଲାମାନଙ୍କ ସହିତ ମତ ବିନିମୟ କରୁଛନ୍ତି ।

ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ଲାଲକିଲ୍ଲାର ପ୍ରାଚୀର ଉପରୁ ଦେଶବାସୀଙ୍କୁ ସମ୍ବୋଧିତ କରିବା ପରେ କୃଷ୍ଣ ବେଶଧାରୀ ଛୋଟ ପିଲାମାନଙ୍କ ସହିତ ମତ ବିନିମୟ କରୁଛନ୍ତି ।

71ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 15, 2017ରେ ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରୁ ରାଷ୍ଟ୍ରକୁ ସମ୍ବୋଧିତ କରୁଛନ୍ତି ।
ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀର ଉପରୁ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ।

ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ଲାଲକିଲ୍ଲାର ପ୍ରାଚୀର ଉପରୁ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ।
ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ଲାଲକିଲ୍ଲାର ପ୍ରାଚୀର ଉପରୁ ରାଷ୍ଟ୍ରକୁ ସମ୍ବୋଧିତ କରୁଛନ୍ତି ।
ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ଲାଲକିଲ୍ଲାର ପ୍ରାଚୀର ଉପରୁ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ।
71ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 15, 2017ରେ ଦିଲ୍ଲୀସ୍ଥିତ ଲାଲକିଲ୍ଲାର ପ୍ରାଚୀର ଉପରୁ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ।
ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ଲାଲକିଲ୍ଲାର ପ୍ରାଚୀର ଉପରୁ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ।
ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ଲାଲକିଲ୍ଲାର ପ୍ରାଚୀର ଉପରୁ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ।
ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ଲାଲକିଲ୍ଲାର ପ୍ରାଚୀର ଉପରୁ ଜାତୀୟ (ତ୍ରିରଙ୍ଗୀ) ପତାକା ଉତ୍ତୋଳନ କରୁଛନ୍ତି ।
71ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 15, 2017ରେ ଦିଲ୍ଲୀସ୍ଥିତ ଲାଲକିଲ୍ଲାର ପ୍ରାଚୀର ଉପରୁ ଜାତୀୟ (ତ୍ରିରଙ୍ଗୀ) ପତାକା ଉତ୍ତୋଳନ କରୁଛନ୍ତି ।

ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିବା ପାଇଁ ଲାଲକିଲ୍ଲାର ମଞ୍ଚ ଆଡକୁ ଅଗ୍ରସର ହେଉଛନ୍ତି ।
ଅଗଷ୍ଟ 15, 2017ରେ 71ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିବା ପାଇଁ ଦିଲ୍ଲୀସ୍ଥିତ ଲାଲକିଲ୍ଲାର ମଞ୍ଚ ଆଡକୁ ଅଗ୍ରସର ହେଉଛନ୍ତି ।
71ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 15, 2017ରେ ଦିଲ୍ଲୀସ୍ଥିତ ଲାଲକିଲ୍ଲାଠାରେ ଗାର୍ଡ ଅଫ ଅନର ପରିଦର୍ଶନ କରୁଛନ୍ତି ।
71ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 15, 2017ରେ ଦିଲ୍ଲୀର ଲାଲକିଲ୍ଲାଠାରେ ଗାର୍ଡ ଅଫ ଅନର ପରିଦର୍ଶନ କରୁଛନ୍ତି ।

71ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 15, 2017ରେ ଦିଲ୍ଲୀର ଲାଲକିଲ୍ଲାଠାରେ ପହଞ୍ଚିବା କ୍ଷଣି କେନ୍ଦ୍ର ଅର୍ଥ, ଔଦ୍ୟୋଗିକ ବ୍ୟାପାର ଏବଂ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ ତାଙ୍କୁ ସ୍ଵାଗତ କରୁଛନ୍ତି । ନିକଟରେ ଅଛନ୍ତି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଡଃ ସୁବାଷ ରାମାରାଓ ଭାମ୍ରେ ଏବଂ ମନ୍ତ୍ରଣାଳୟ ସଚିବ ଶ୍ରୀ ସଞ୍ଜୟ ମିତ୍ର ।
71ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 15, 2017ରେ ଦିଲ୍ଲୀ, ରାଜଘାଟଠାରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ।
71ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 15, 2017ରେ ଦିଲ୍ଲୀ, ରାଜଘାଟଠାରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ।
71ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 15, 2017ରେ ଦିଲ୍ଲୀସ୍ଥିତ ରାଜଘାଟଠାରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ।
ସଫଳ ଭାରତ ପରିକ୍ରମା ପଦଯାତ୍ରା ସମ୍ପନ୍ନ କରି ନୂଆଦିଲ୍ଲୀଠାରେ ଅଗଷ୍ଟ 11, 2017 ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରୁଛନ୍ତି ଶ୍ରୀ ସୀତାରାମ କେଦିଲାୟା ।
ଉପରାଷ୍ଟ୍ରପତି ଶ୍ରୀ ଏମ.ଭେଙ୍କେୟା ନାଇଡୁଙ୍କୁ ନୂଆଦିଲ୍ଲୀଠାରେ ଅଗଷ୍ଟ 11, 2017 ରେ ଭେଟୁଛନ୍ତି ଦାମନ ଓ ଦିଉ ର ପ୍ରଶାସକ ଶ୍ରୀ ପ୍ରଫୁଲ୍ଲ ପଟେଲ ।

ଉପରାଷ୍ଟ୍ରପତି ଶ୍ରୀ ଏମ.ଭେଙ୍କେୟା ନାଇଡୁଙ୍କୁ ନୂଆଦିଲ୍ଲୀଠାରେ ଅଗଷ୍ଟ 11, 2017 ରେ ଭେଟୁଛନ୍ତି କେନ୍ଦ୍ର ସଡକ ପରିବହନ, ରାଜମାର୍ଗ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପି.ରାଧାକୃଷ୍ଣନ ।

ଉପରାଷ୍ଟ୍ରପତି ଶ୍ରୀ ଏମ.ଭେଙ୍କେୟା ନାଇଡୁଙ୍କୁ ନୂଆଦିଲ୍ଲୀଠାରେ ଅଗଷ୍ଟ 11, 2017 ରେ ସାକ୍ଷାତ କରୁଛନ୍ତି ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଶ୍ରୀ ଇ.ଏସ.ଏଲ.ନରସିଂହନ ।

ଉପରାଷ୍ଟ୍ରପତି ଶ୍ରୀ ଏମ.ଭେଙ୍କେୟା ନାଇଡୁଙ୍କୁ ନୂଆଦିଲ୍ଲୀଠାରେ ଅଗଷ୍ଟ 11, 2017 ରେ ସାକ୍ଷାତ କରୁଛନ୍ତି ଝାଡଖଣ୍ଡ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ।
ଉପରାଷ୍ଟ୍ରପତି ଶ୍ରୀ ଏମ.ଭେଙ୍କେୟା ନାଇଡୁଙ୍କୁ ନୂଆଦିଲ୍ଲୀଠାରେ ଅଗଷ୍ଟ 11, 2017 ରେ ଭେଟୁଛନ୍ତି ଝାଡଖଣ୍ଡ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଇଦାପ୍ପାଡି କେ.ପାଲାନିସ୍ଵାମୀ ଏବଂ ଏକ ସଂସଦୀୟ ପ୍ରତିନିଧି ମଣ୍ଡଳୀ ସହିତ ନୂଆଦିଲ୍ଲୀଠାରେ ଅଗଷ୍ଟ 11, 2017 ରେ ଉପରାଷ୍ଟ୍ରପତି ଶ୍ରୀ ଏମ.ଭେଙ୍କେୟା ନାଇଡୁ ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଇଦାପ୍ପାଡି କେ.ପାଲାନିସ୍ଵାମୀଙ୍କ ସହ ଏକ ସଂସଦୀୟ ପ୍ରତିନିଧି ମଣ୍ଡଳୀ ନୂଆଦିଲ୍ଲୀଠାରେ ଅଗଷ୍ଟ 11, 2017 ରେ ଉପରାଷ୍ଟ୍ରପତି ଶ୍ରୀ ଏମ.ଭେଙ୍କେୟା ନାଇଡୁଙ୍କୁ ଭେଟୁଛନ୍ତି ।
ଉପରାଷ୍ଟ୍ରପତି ଶ୍ରୀ ଏମ.ଭେଙ୍କେୟା ନାଇଡୁଙ୍କୁ ନୂଆଦିଲ୍ଲୀଠାରେ ଅଗଷ୍ଟ 11, 2017 ରେ ଭେଟୁଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଡଃ.ରମଣ ସିଂହ ।

ଉପରାଷ୍ଟ୍ରପତି ଶ୍ରୀ ଏମ.ଭେଙ୍କେୟା ନାଇଡୁ ନୂଆଦିଲ୍ଲୀଠାରେ ଅଗଷ୍ଟ 11, 2017 ରେ ଉପରାଷ୍ଟ୍ରପତିଙ୍କ ସଚିବାଳୟରେ ଦାୟିତ୍ଵ ଭାର ଗ୍ରହଣ କରୁଛନ୍ତି ।
ଅଗଷ୍ଟ 11, 2017 ରେ ରାଷ୍ଟ୍ରପତି ଭବନରେ ତ୍ରୟୋଦଶ ଉପରାଷ୍ଟ୍ରପତି ଶ୍ରୀ ଏମ.ଭେଙ୍କେୟା ନାଇଡୁଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ନୂଆଦିଲ୍ଲୀଠାରେ ଅଗଷ୍ଟ 11, 2017 ରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଏମ.ଭେଙ୍କେୟା ନାଇଡୁ ନୂତନ ଉପରାଷ୍ଟ୍ରପତି ଭାବେ ଶପଥ ନେବା ପରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି ।
ନୂଆଦିଲ୍ଲୀରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଅଗଷ୍ଟ 11, 2017 ରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଏମ.ଭେଙ୍କେୟା ନାଇଡୁଙ୍କୁ ନୂତନ ଉପରାଷ୍ଟ୍ରପତି ଭାବେ ଶପଥ ପାଠ କରାଉଛନ୍ତି ।
ନୂଆଦିଲ୍ଲୀରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଅଗଷ୍ଟ 11, 2017 ରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ସମାରୋହରେ ନୂତନ ଉପରାଷ୍ଟ୍ରପତି ଶ୍ରୀ ଏମ.ଭେଙ୍କେୟା ନାଇଡୁଙ୍କୁ ଶପଥ ପାଠ କରାଉଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 10, 2017ରେ ନୂଆଦିଲ୍ଲୀଠାରେ ସଂସଦରେ ଆୟୋଜିତ ଉପରାଷ୍ଟ୍ରପତି ଶ୍ରୀ ହମିଦ ଆନସାରୀଙ୍କ ବିଦାୟ ସମ୍ବର୍ଦ୍ଧନା ସମାରୋହକୁ ସମ୍ବୋଧିତ କରୁଛନ୍ତି । ନିକଟରେ ଅଛନ୍ତି ନବନିର୍ବାଚିତ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ, ଲୋକସଭା ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନ, କେନ୍ଦ୍ର ଅର୍ଥ, ଉଦ୍ୟୋଗ ବ୍ୟାପାର ଓ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ, କେନ୍ଦ୍ର ରସାୟନ, ସାର ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନନ୍ତ କୁମାର ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତି ।
ନୂଆଦିଲ୍ଲୀଠାରେ ଅଗଷ୍ଟ 10, 2017ରେ ସଂସଦରେ ଆୟୋଜିତ ଉପରାଷ୍ଟ୍ରପତି ଶ୍ରୀ ହମିଦ ଆନସାରୀଙ୍କ ବିଦାୟ ସମ୍ବର୍ଦ୍ଧନା ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ନବନିର୍ବାଚିତ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ, ଲୋକସଭା ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନ, କେନ୍ଦ୍ର ଅର୍ଥ, ଉଦ୍ୟୋଗ ବ୍ୟାପାର ଓ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ, କେନ୍ଦ୍ର ରସାୟନ, ସାର ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନନ୍ତ କୁମାର ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତି ।
ସଂସଦରେ ଅଗଷ୍ଟ 10, 2017ରେ ଆୟୋଜିତ ଉପରାଷ୍ଟ୍ରପତି ଶ୍ରୀ ହମିଦ ଆନସାରୀଙ୍କ ବିଦାୟ ସମ୍ବର୍ଦ୍ଧନା ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ନବନିର୍ବାଚିତ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ ଏବଂ ଲୋକସଭା ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନ ।
ନୂଆଦିଲ୍ଲୀଠାରେ ଅଗଷ୍ଟ 10, 2017ରେ ସଂସଦରେ ଆୟୋଜିତ ଉପରାଷ୍ଟ୍ରପତି ଶ୍ରୀ ହମିଦ ଆନସାରୀଙ୍କ ବିଦାୟ ସମ୍ବର୍ଦ୍ଧନା ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିକଟରେ ଅଛନ୍ତି ଲୋକସଭା ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନ ।
ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କୁ ନୂଆଦିଲ୍ଲୀରେ ଅଗଷ୍ଟ 10, 2017 ରେ ଭେଟୁଛନ୍ତି ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମେହବୂବା ମୁଫ୍ତି ।
ସେସେଲ୍ସ ଜାତୀୟ ସଂସଦର ବାଚସ୍ପତି ମିଷ୍ଟର ପାଟ୍ରିକ ପିଲ୍ଲେଙ୍କ ନେତୃତ୍ଵରେ ଏକ ସଂସଦୀୟ ପ୍ରତିନିଧି ଗୋଷ୍ଠୀ ରାଷ୍ଟ୍ରପତି ଭବନରେ ଅଗଷ୍ଟ 10, 2017 ରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କୁ ସାକ୍ଷାତ କରୁଛନ୍ତି ।
ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଅଗଷ୍ଟ 10, 2017ରେ ଆୟୋଜିତ ବିଶ୍ଵ ଜୈବଇନ୍ଧନ ଦିବସ ସମାରୋହକୁ ସମ୍ବୋଧିତ କରୁଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ (ସ୍ଵାଧୀନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଅଗଷ୍ଟ 10, 2017ରେ ଆୟୋଜିତ ବିଶ୍ଵ ଜୈବଇନ୍ଧନ ଦିବସ ସମାରୋହକୁ ସମ୍ବୋଧିତ କରୁଛନ୍ତି କେନ୍ଦ୍ର ସଡକ ପରିବହନ, ରାଜପଥ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ନିତିନ ଗଡକାରୀ ।
ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଅଗଷ୍ଟ 10, 2017ରେ ଆୟୋଜିତ ବିଶ୍ଵ ଜୈବଇନ୍ଧନ ଦିବସ ସମାରୋହକୁ ପ୍ରଦୀପ ଜଳାଇ ଉଦ୍ଘାଟନ କରୁଛନ୍ତି କେନ୍ଦ୍ର ସଡକ ପରିବହନ, ରାଜପଥ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ନିତିନ ଗଡକାରୀ । ନିକଟରେ ଅଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ (ସ୍ଵାଧୀନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭାଗୀୟ ସଚିବ ଶ୍ରୀ କେ.ଡି.ତ୍ରିପାଠୀ, ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ସଚିବ ଶ୍ରୀ ଆନନ୍ଦ କୁମାର ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତି ।
ନୂଆଦିଲ୍ଲୀଠାରେ ଅଗଷ୍ଟ 10, 2017ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ବରାହଗିରି ଭେଙ୍କଟ ଗିରିଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 09, 2017ରେ ନୂଆଦିଲ୍ଲୀରୁ ଭିଡିଓ କନଫେରେନସିଙ୍ଗ ଜରିଆରେ “ନୂଆ ଭାରତ – ମନ୍ଥନ” ପ୍ରସଙ୍ଗ ଉପରେ ଦେଶର ସବୁ ଜିଲ୍ଲାପାଳମାନଙ୍କୁ ଏକତ୍ର ସମ୍ବୋଧିତ କରୁଛନ୍ତି ।

ଭାରତ ଛାଡ ଆନ୍ଦୋଳନର 75ତମ ବାର୍ଷିକୀ ଅବସରରେ ରାଷ୍ଟ୍ରପତି ଭବନରେ ଅଗଷ୍ଟ 09, 2017ରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ଦ୍ଵାରା ଆୟୋଜିତ “At Home” ସମାରୋହରେ ଦେଶର ବିଭିନ୍ନ ସ୍ଥାନରୁ ଏକତ୍ରୀତ ହୋଇଥିବା ସ୍ଵାଧୀନତା ସଂଗ୍ରାମୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ଭାରତ ଛାଡ ଆନ୍ଦୋଳନର 75ତମ ବାର୍ଷିକୀ ଅବସରରେ ରାଷ୍ଟ୍ରପତି ଭବନରେ ଅଗଷ୍ଟ 09, 2017ରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ପକ୍ଷରୁ ଆୟୋଜିତ “At Home” ସମାରୋହରେ ଦେଶର ବିଭିନ୍ନ ସ୍ଥାନରୁ ଏକତ୍ରୀତ ହୋଇଥିବା ସ୍ଵାଧୀନତା ସଂଗ୍ରାମୀମାନଙ୍କ ସହ ମତ ବିନିମୟ କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ଭାରତ ଛାଡ ଆନ୍ଦୋଳନର 75ତମ ବାର୍ଷିକୀ ଅବସରରେ ରାଷ୍ଟ୍ରପତି ଭବନରେ ଅଗଷ୍ଟ 09, 2017ରେ ଆୟୋଜିତ “At Home” ସମାରୋହ ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ଏକତ୍ରୀତ ହୋଇଥିବା ସ୍ଵାଧୀନତା ସଂଗ୍ରାମୀମାନଙ୍କ ସହ ଉପରାଷ୍ଟ୍ରପତି ଶ୍ରୀ ଏମ. ହମିଦ ଆନସାରୀ ।

ଭାରତ ଛାଡ ଆନ୍ଦୋଳନର 75ତମ ବାର୍ଷିକୀ ଅବସରରେ ରାଷ୍ଟ୍ରପତି ଭବନରେ ଅଗଷ୍ଟ 09, 2017ରେ ଆୟୋଜିତ “At Home” ସମାରୋହ ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ଏକତ୍ରୀତ ହୋଇଥିବା ସ୍ଵାଧୀନତା ସଂଗ୍ରାମୀମାନଙ୍କ ସହ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ।

ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ନୂଆଦିଲ୍ଲୀଠାରେ ଅଗଷ୍ଟ 09, 2017ରେ ଭାରତ ଛାଡ ଆନ୍ଦୋଳନର 75ତମ ବାର୍ଷିକୀ ଅବସରରେ ରାଷ୍ଟ୍ରପତି ଭବନରେ ସ୍ଵାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ‘At Home’ ଅଭ୍ୟର୍ଥନା ସମାରୋହରେ ଆଠ ସେଟ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରୁଛନ୍ତି । ନିକଟରେ ଅଛନ୍ତି ଉପ-ରାଷ୍ଟ୍ରପତି ଶ୍ରୀ ଏମ. ହମିଦ ଆନସାରୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଯୋଗାଯୋଗ (ସ୍ଵାଧୀନ) ଓ ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନୋଜ ସିହ୍ନା ।
ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ଅବସରରେ ଆନ୍ଧ୍ର ପ୍ରଦେଶର ବିଜୟନଗରମଠାରେ ଅଗଷ୍ଟ 07, 2017 ରେ ହସ୍ତତନ୍ତ ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରୁଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଅଶୋକ ଗଜପତି ରାଜୁ ପୁଷପତି ।
ପବିତ୍ର ରକ୍ଷା ବନ୍ଧନ ଅବସରରେ ଅଗଷ୍ଟ 07, 2017ରେ ମହିଳାମାନେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ରାକ୍ଷୀ ପିନ୍ଧାଉଛନ୍ତି ।
ପବିତ୍ର ରକ୍ଷା ବନ୍ଧନ ଅବସରରେ ଅଗଷ୍ଟ 07, 2017ରେ ନୂଆଦିଲ୍ଲୀଠାରେ ମହିଳାମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ରାକ୍ଷୀ ପିନ୍ଧାଉଛନ୍ତି ।
ପବିତ୍ର ରକ୍ଷା ବନ୍ଧନ ଅବସରରେ ଅଗଷ୍ଟ 07, 2017ରେ ନୂଆଦିଲ୍ଲୀଠାରେ ମହିଳାମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧୁଛନ୍ତି ।

ପବିତ୍ର ରକ୍ଷା ବନ୍ଧନ ଅବସରରେ ଅଗଷ୍ଟ 07, 2017ରେ ନୂଆଦିଲ୍ଲୀଠାରେ ଛୋଟ ପିଲାମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ସ୍ନେହର ପ୍ରତୀକ ସ୍ୱରୂପ ରାକ୍ଷୀ ବାନ୍ଧୁଛନ୍ତି ।
ପବିତ୍ର ରକ୍ଷା ବନ୍ଧନ ଅବସରରେ ଅଗଷ୍ଟ 07, 2017ରେ ନୂଆଦିଲ୍ଲୀଠାରେ ଛୋଟ ପିଲାମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ସ୍ନେହର ପ୍ରତୀକ ସ୍ୱରୂପ ବାନ୍ଧୁଛନ୍ତି ରାକ୍ଷୀ ।
ପବିତ୍ର ରକ୍ଷା ବନ୍ଧନ ଅବସରରେ ଅଗଷ୍ଟ 07, 2017ରେ ନୂଆଦିଲ୍ଲୀଠାରେ ଛୋଟ ଝିଅମାନେ ସ୍ନେହର ପ୍ରତୀକ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧୁଛନ୍ତି ।
ପବିତ୍ର ରକ୍ଷା ବନ୍ଧନ ଅବସରରେ ଅଗଷ୍ଟ 07, 2017 ନୂଆଦିଲ୍ଲୀଠାରେ ଛୋଟ ଛୋଟ ଝିଅମାନେ ସ୍ନେହର ପ୍ରତୀକ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପିନ୍ଧାଉଛନ୍ତି ରାକ୍ଷୀ ।
ପବିତ୍ର ରକ୍ଷା ବନ୍ଧନ ଅବସରରେ ଅଗଷ୍ଟ 07, 2017 ନୂଆଦିଲ୍ଲୀଠାରେ ଛୋଟ ଛୋଟ ଝିଅ ସ୍ନେହର ପ୍ରତୀକ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧୁଛନ୍ତି ।
ପବିତ୍ର ରକ୍ଷା ବନ୍ଧନ ଅବସରରେ ଅଗଷ୍ଟ 07, 2017 ନୂଆଦିଲ୍ଲୀଠାରେ ଛୋଟ ଛୋଟ ଝିଅ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ନେହର ପ୍ରତୀକ ସ୍ୱରୂପ ହାତରେ ରାକ୍ଷୀ ପିନ୍ଧାଉଛନ୍ତି ।
ଭାରତର ତ୍ରୟୋଦଶ ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ଏମ. ଭେଙ୍କେୟା ନାଇଡୁଙ୍କୁ ଅଗଷ୍ଟ 05, 2017ରେ ନୂଆଦିଲ୍ଲୀଠାରେ ଶୁଭେଚ୍ଛା ଜଣାଉଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
FICCI ଯୁବ ମହିଳା ସଂଗଠନର ଏକ ପ୍ରତିନିଧିମଣ୍ଡଳୀ ଅଗଷ୍ଟ 03, 2017ରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରୁଛନ୍ତି ।

ନାଗା ଗ୍ରାମସମୂହର ଗାଁ ମୁଖିଆମାନଙ୍କ ସଂଗଠନ -ନାଗାଲେଣ୍ଡ ଗାଓଁ ବୁରା ମହାସଂଘର 15 ଜଣିଆ ପ୍ରତିନିଧିମଣ୍ଡଳୀ ନୂଆଦିଲ୍ଲୀଠାରେ ଅଗଷ୍ଟ 03, 2017ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଗଷ୍ଟ 03, 2017ରେ ନୂଆଦିଲ୍ଲୀଠାରେ କୁଏତରେ ରହୁଥିବା ଭାରତୀୟ ଛାତ୍ର ରିଦ୍ଧିରାଜ ତାଙ୍କ ପୁରସ୍କୃତ ଅର୍ଥ ରାଶି ଭାରତୀୟ ସେନା କଲ୍ୟାଣ ପାଣ୍ଠି ପାଇଁ ପ୍ରଦାନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 02, 2017ରେ ନୂଆଦିଲ୍ଲୀରୁ ଭିଡିଓ କନଫେରେନସିଙ୍ଗ ଜରିଆରେ ଦାଦା ବାସୱାନୀଙ୍କ 99ତମ ଜନ୍ମ ଦିବସ ସମାରୋହକୁ ସମ୍ବୋଧିତ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 01, 2017ରେ ଆସାମ ଏବଂ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଗସ୍ତ ବେଳେ ଆସାମ ମୁଖ୍ୟମନ୍ତ୍ରୀଙ୍କ ସଙ୍ଗେ ସେଠାକାର ବନ୍ୟା ପରିସ୍ଥିତି ନେଇ ସମୀକ୍ଷା କରିବା ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛନ୍ତି । ନିକଟରେ ଅଛନ୍ତି ଆସାମ ରାଜ୍ୟପାଳ ଶ୍ରୀ ବନୱାରିଲାଲ ପୁରୋହିତ ।
କେନ୍ଦ୍ର ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଅଗଷ୍ଟ 01, 2017ରେ ନୂଆଦିଲ୍ଲୀଠାରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଯୁବ ଏସପି ଏବଂ CAPFs କମାଣ୍ଡେଣ୍ଟମାନଙ୍କ ଜାତୀୟ ସମ୍ମିଳନୀର ଉଦ୍ଘାଟନୀ ସମାବେଶକୁ ସମ୍ବୋଧିତ କରୁଛନ୍ତି । ନିକଟରେ ଅଛନ୍ତି ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ ଶ୍ରୀ ରାଜୀବ ଜେନ ଏବଂ BPR&D ମହାନିର୍ଦ୍ଦେଶକ ଡଃ ମୀରନ ସି. ବୋର୍ୱାଙ୍କର ।
ଆସାମର ଖନପରାଠାରେ ଅଗଷ୍ଟ 01, 2017ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଣିପୁର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ. ବିରେନ ସିଂହ ଏବଂ ଉଚ୍ଚ ପଦାଧିକାରୀଙ୍କ ସହିତ ମଣିପୁର ବନ୍ୟା ପରିସ୍ଥିତି ନେଇ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ।

ଆସାମର ଖନାପରାଠାରେ ଅଗଷ୍ଟ 01, 2017ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗାଲେଣ୍ଡ ବନ୍ୟା ପରିସ୍ଥିତି ନେଇ ସେଠାକାର ମୁଖ୍ୟମନ୍ତ୍ରୀ ଶ୍ରୀ ଟି.ଆର.ଜେଲିଆଙ୍ଗ ଏବଂ ଉଚ୍ଚ ପଦାଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶର ବନ୍ୟା ପରିସ୍ଥିତି ଏବଂ ରିଲିଫ କାର୍ଯ୍ୟର ସମୀକ୍ଷା କରିବା ପାଇଁ ଅଗଷ୍ଟ 01, 2017ରେ ଆସାମର ଖନାପରାଠାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ଏବଂ ରିଲିଫ କାର୍ଯ୍ୟର ସମୀକ୍ଷା କରିବା ପାଇଁ ଅଗଷ୍ଟ 01, 2017ରେ ଗୌହାଟୀଠାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ।

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ଏବଂ ରିଲିଫ କାର୍ଯ୍ୟର ସମୀକ୍ଷା କରିବା ପାଇଁ ଗୌହାଟୀଠାରେ ଅଗଷ୍ଟ 01, 2017ରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 01, 2017ରେ ଆସାମର ଗୌହାଟୀଠାରେ ପହଞ୍ଚିବା କ୍ଷଣି ସେଠାକାର ରାଜ୍ୟପାଳ ଶ୍ରୀ ବନୱାରିଲାଲ ପୁରୋହିତ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ତାଙ୍କୁ ସ୍ଵାଗତ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 01, 2017ରେ ଆସାମର ଗୌହାଟୀଠାରେ ପହଞ୍ଚିବା କ୍ଷଣି ସେଠାକାର ରାଜ୍ୟପାଳ ଶ୍ରୀ ବନୱାରିଲାଲ ପୁରୋହିତ ତାଙ୍କୁ ସ୍ଵାଗତ କରୁଛନ୍ତି ।

Ministry of Finance

କେନ୍ଦ୍ର ଅର୍ଥ, ଔଦ୍ୟୋଗିକ ବ୍ୟାପାର ଓ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ ଅଗଷ୍ଟ 18, 2017ରେ ନୂଆଦିଲ୍ଲୀଠାରେ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ସଦଭାବନା ସଂକଳ୍ପ ପାଠ କରାଉଛନ୍ତି ।

The Union Minister for Finance, Corporate Affairs and Defence, Shri Arun Jaitley administering the ‘Sadbhavana pledge’ to the officers and staff of the Ministry of Finance, in New Delhi on August 18, 2017.
CNR :100757 Photo ID :112219